ରତ୍ନଭଣ୍ଡାର ଚାବି ହଜିବା ଘଟଣା: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରେ ବିରୋଧୀ ଅସନ୍ତୁଷ୍ଟ, ଅଳଙ୍କାର ସୁରକ୍ଷା ନେଇ ପ୍ରଶ୍ନବାଚୀ

ପୁରୀ: ବଢ଼ି ଚାଲିଥିବା ଭକ୍ତଙ୍କ କ୍ଷୋଭ ଆଗରେ ଶେଷରେ ମୁଣ୍ଡ ନୂଆଁଇଛନ୍ତି ରାଜ୍ୟ ସରକାର। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହି ଘଟଣାର ତଦନ୍ତ କରିବେ ତେବେ ସରକାରଙ୍କ ଏଭଳି ପଦକ୍ଷେପ କିନ୍ତୁ ବିରୋଧୀ ଦଳ ଓ ସେବାୟତମାନଙ୍କୁ ସନ୍ତୁଷ୍ଟ କରିପାରିନି । ନଜର ହଟାଇବାକୁ ଏହା ଏକ କୌଶଳ କହି … Continue reading ରତ୍ନଭଣ୍ଡାର ଚାବି ହଜିବା ଘଟଣା: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରେ ବିରୋଧୀ ଅସନ୍ତୁଷ୍ଟ, ଅଳଙ୍କାର ସୁରକ୍ଷା ନେଇ ପ୍ରଶ୍ନବାଚୀ